ବଲାଙ୍ଗୀର,୨୪/୦୬: ବଲାଙ୍ଗୀରରେ ଅଭାବନୀୟ ଘଟଣା । ସାପ କାମୁଡ଼ାରେ ଦୁଇ ଶିଶୁ ମୃତ । ସ୍ଥାନୀୟ ମାଲଗୋଦାମ ପଡାର ଅବଦୁଲ ରହିମଙ୍କ ଦୁଇ ଶିଶୁଙ୍କୁ ବିଷଧର ସାପ କାମୁଡି ଦେବାରୁ ସେମାନଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ଗତକାଲି ସେମାନେ ରାତିରେ ଘରେ ଶୋଇଥିବା ବେଳେ ସାପ କମୁଡ଼ି ଥିଲା । ଏନେଇ ପରିବାର ଲୋକେ ଉଭୟଙ୍କୁ ତୁରନ୍ତ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରି ମୃତ ଘୋଷଣା କରିଥିଲେ।

‘କିଛି ଲୋକ ଭାବୁଛନ୍ତି ମୋଦୀ ପ୍ରଥମ’…ଶଶିଥରୁରଙ୍କ ପ୍ର...