ଭୁବନେଶ୍ବର,୧୭।୬ : ରାଜଧାନୀ ଭୁବନେଶ୍ବରରେ ଅପମିଶ୍ରଣ ମଦ ପିଇ ୨ଜଣଙ୍କ ମୃତ୍ୟୁ ଅଭିଯୋଗ । ଭୁବନେଶ୍ବର ଲକ୍ଷ୍ମୀ ସାଗର ଥାନା ଅଞ୍ଚଳରେ ଘଟିଛି ଘଟଣା । ଏହାକୁ ନେଇ ଉତ୍ତେଜନା ଦେଖା ଦେଇଛି । ମଦ ଦୋକାନକୁ ଘେରାଉ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଖବର ପାଇ ଅବକାରୀ ବିଭାଗ ପହଞ୍ଚି ମଦ ଦୋକାନକୁ ସିଲ କରିଛି ।

‘କିଛି ଲୋକ ଭାବୁଛନ୍ତି ମୋଦୀ ପ୍ରଥମ’…ଶଶିଥରୁରଙ୍କ ପ୍ର...