ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ମହାପ୍ରଭୁଙ୍କ ଅଖଣ୍ଡ ରୁଖା, ଅନବସର ସମୟରେ ହୋଇଥାଏ ସଫା

Published By : Prameya | June 19, 2025 3:06 PM

ପୁରୀ,୧୯/୦୬: ମହାପ୍ରଭୁଙ୍କ ରତ୍ନସିଂହାସନ ପାର୍ଶ୍ୱରେ ଅହରହ ଜଳେ ଅଖଣ୍ଡ  ଦୀପ । ୪ଗୋଟି ପିତ୍ତଳ ରୁଖାରେ ଦୀପ ଜଳୁଥାଏ । ଅନବସର ସମୟରେ ଠାକୁରେ ରତ୍ନସିଂହାସନରେ ଅଧିଷ୍ଠିତ ନଥାନ୍ତି । ଏଣୁ ଉକ୍ତ ୪ଗୋଟି ରୁଖାକୁ ଦୋଳବେଦି ପରିସରରେ  ସଫା କରାଯାଉଛି । ବଡ଼ବାଡ଼ର ମୁଖ୍ୟ କମାର ସେବକ ଜଗନ୍ନାଥ ମହାରଣା ରୁଖା ସଫା  କରିଛନ୍ତି । ନୀଳାଦ୍ରି ବିଜେ ପୂର୍ବରୁ ପୁନଃ ଉକ୍ତ ରୁଖା ସବୁ ରତ୍ନସିଂହାସନ ନିକଟରେ  ଶୋଭା ପାଇବ । ଏଣୁ ଠାକୁରଙ୍କ ଅଖଣ୍ଡ ରୁଖା ପୁରା ନୂଆଭଳି ପ୍ରସ୍ତୁତ କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.