ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ସୋମବାର ସରିବ ଏନ୍‌ଟିଇଟି ଅନ୍‌ଲାଇନ୍ ଆବେଦନ, ୨୪ ଯାଏ ଫି' ଦାଖଲ ପାଇଁ ମିଳିବ ସୁଯୋଗ

Published By : Prameya | June 22, 2025 11:32 AM

ଭୁବନେଶ୍ୱର,୨୨/୦୬: ଜାତୀୟ ଶିକ୍ଷକ ଯୋଗ୍ୟତା  ପରୀକ୍ଷା (ଏନ୍‌ଟିଇଟି) ୨୦୨୫ ଆବେଦନ ଆସନ୍ତା ୨୩  ତାରିଖରେ ଶେଷ ହେବ ।୨୪ ତାରିଖ ସୁଦ୍ଧା ଆବେଦନ ଫି  ଦାଖଲ ପାଇଁ ସୁଯୋଗ ମିଳିବ । ଜୁନ୍‌ ୪ରୁ ଏହି ପରୀକ୍ଷା ପାଇଁ  ଅନ୍‌ଲାଇନ ଆବେଦନ ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ,  ଇଣ୍ଡିଆନ୍‌ ସିଷ୍ଟମ ମେଡିସିନ୍‌ ଆଣ୍ଡ ହୋମିଓପାଥିରେ  ସ୍ନାତକୋତ୍ତର କରି ଶିକ୍ଷକତା କରିବା ଚାହୁଁଥିଲେ ଏହି  ଏନ୍‌ଟିଇଟି ପରୀକ୍ଷା ଆବଶ୍ୟକ । ଜୁଲାଇ ୧୭ରେ ଏହି  ପରୀକ୍ଷା ହେବ । ଏ ନେଇ ସମସ୍ତ ସୂଚନା ଏନ୍‌ଟିଏ  ୱେବ୍‌ସାଇଟ୍‌  www.nta.ac.inରେ ଉପଲବ୍ଧ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.