ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ରବିବାର ବସିବ ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ ବୈଠକ, ରାସ୍ତାଘାଟ ଓ ପରିମଳକୁ ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

Published By : Prameya | June 22, 2025 8:31 AM

ପୁରୀ,୨୨/୦୬: ରଥଯାତ୍ରାକୁ ଆଉ ମାତ୍ର ୫ ଦିନ । ଜଗତକର୍ତ୍ତାଙ୍କ ଯାତ୍ରାରେ ସାମିଲ ହେବାକୁ ଶ୍ରୀକ୍ଷେତ୍ରକୁ ଧାଇଁବେ ଅସଂଖ୍ୟ ଯାତ୍ରୀ । ସେଥିପାଇଁ ପ୍ରଶାସନିକ ସ୍ତରରେ ବସୁଛି ଘନ ଘନ ବୈଠକ । ଆଜି ରଥଯାତ୍ରାକୁ ଶୃଙ୍ଖଳିତ କରିବା ଲାଗି ଚୂଡାନ୍ତ ସମନ୍ନୟ ବୈଠକ  ଅନୁଷ୍ଠିତ ହେବ । ଶ୍ରଦ୍ଧାଳୁ ଓ ଯାତ୍ରୀ କିପରି ସୁଖଦ ଅନୁଭୂତି  ନେଇ ଫେରିବେ ସେଥିଲାଗି ପ୍ରଶାସନ ଓ ସରକାରଙ୍କ ପକ୍ଷରୁ  ଜାରି ରହିଛି ଉଦ୍ୟମ । 

ଆଜି ଟାଉନହଲ ପରିସରରେ ଦିନ ୧୧ଟାରେ  ଅନୁଷ୍ଠିତ ହେବାକୁ ଥିବା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ ଅଧ୍ୟକ୍ଷତା କରିବେ। ରାସ୍ତାଘାଟ, ମୁକୁଳା ଡ୍ରେନ ଓ ପରିମଳକୁ  ନେଇ ସରଗରମ ଆଲୋଚନା ହେବ ବୋଲି ଆଶା କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.