ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଅସହାୟ ବୃଦ୍ଧାଙ୍କ ଅନ୍ତିମ ସସ୍କାର କଲା ଜନକଲ୍ୟାଣ ଟ୍ରଷ୍ଟ

Published By : Suraj Kumar | June 21, 2025 8:22 PM

ବେଲପଡା,୨୧/୦୬ (ଆପ୍ର) : ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଳକ ଅନ୍ତର୍ଗତ ଖଲିପଥର ଗ୍ରାମର ଜଣେ ଅସହାୟ ବୃଦ୍ଧାଙ୍କ ଶୁକ୍ରବାର ବିଲମ୍ବିତ ରାତିରେ ମୃତ୍ୟୁ ହୋଇଥିଲା । ଶବ ସସ୍କାର କରିବା ପାଇଁ ତାଙ୍କ ପାଖରେ କେହି ନଥିଲେ । ଖବର ପାଇ ବେଲପଡା ଜନକଲ୍ୟାଣ ଟ୍ରଷ୍ଟ ପହଞ୍ଚିଥିଲେ । ଏହାପରେ ଶବ ସସ୍କାର କାର୍ଯ୍ୟ କରିଥିଲେ । ଟ୍ରଷ୍ଟର ଏଭଲି ମହନୀୟତା କାର୍ଯ୍ୟକୁ ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି ।

ମୃତକ ବୃଦ୍ଧା ଦୀର୍ଘ ଦୀନରୁ ରୋଗଶର୍ଯ୍ୟା   ଅବସ୍ଥାରେ ଘରେ ପଡି ରହିଥିଲେ । ତାଙ୍କର ଭଉଣୀ ମାଧବୀ ପାଢ଼ୀ ତାଙ୍କର ଯନ୍ତ୍ର ନେଉଥିଲେ ।  ଦୁହେଁଙ୍କୁ ଛାଡି ଦେଲେ ଘରର ଆଉ କେହି ନାହାନ୍ତି । ଖବର ପାଇଁ ଟ୍ରଷ୍ଟର ସଭାପତି କାନ୍ତ ରଣାଙ୍କ ନେତୃତ୍ୱରେ  ସଦସ୍ୟ ମାନେ ଏକାଠି ହୋଇ ଶବ ସସ୍କାର କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.