ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଖଇର କାଠ ଗଣ୍ଡି ଜବତ

Published By : Suraj Kumar | June 22, 2025 8:47 PM

ତୁରେକେଲା ୨୨/୦୬(ଆପ୍ର) କଣ୍ଟାବାଞ୍ଜି ବନ୍ୟାଞ୍ଚଳ ଅଧିନସ୍ଥ ଧାମନଡଙ୍ଗା ରୁ କୁକୁଡ଼ାହାଡ ଯିବା ରାସ୍ତାରେ କଣ୍ଟାବାଞ୍ଜି ବନ ବିଭାଗ ଚଢ଼ାଉ କରି  ଲକ୍ଷାଧିକ ଟଙ୍କାର ଖଇର କାଠ ଗଣ୍ଡି ଜବତ କରିଛି। 

କଣ୍ଟାବାଞ୍ଜି ବନ୍ୟାଞ୍ଚଳ ଅଧିନସ୍ଥ ଧାମନଡଙ୍ଗା ରୁ କୁକୁଡ଼ାହାଡ ଯିବା ରାସ୍ତା ର ଏକ ନିଛାଟିଆ ସ୍ଥାନରେ କାଠ ମାଫିଆ ମାନେ ଲକ୍ଷାଧିକ ଟଙ୍କାର ଖଇର କାଠ ଗଣ୍ଡି ଗଛିତ ରଖିଥିଲେ।  କୌଣସି ସୁତ୍ରରୁ କଣ୍ଟାବାଞ୍ଜି ବନ ବିଭାଗ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଖଇର କାଠ ଗଣ୍ଡି କରିଛି। ବେଳେ ସେଠାରେ କାଠ ମାଫିଆକୁ ଗିରଫ କରି ପାରିନାହିଁ ବନ ବିଭାଗ। ମାଫିଆ ଙ୍କୁ ଧରିବାକୁ ବନ ବିଭାଗ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଜବତ ହୋଇଥିବା ସମସ୍ତ ଖଇର କାଠ ଗଣ୍ଡି କଣ୍ଟାବାଞ୍ଜି ବନ ବିଭାଗ କାର୍ଯ୍ୟାଳୟକୁ ନିଆଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.