କେନ୍ଦୁଝର ସଦର,୨୪/୬(ଆପ୍ର) କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଗୋବର୍ଦ୍ଧନ ପଞ୍ଚାୟତ ହଳଦିଆଗୁଣା ଏମଏସପି ସ୍ପଞ୍ଜ କାରଖାନାରେ ଅଘଟଣ । ଜଣେ ଶ୍ରମିକ ୨୫ରୁ ତିରିଶ ଫୁଟ ଉଚ୍ଚତାରେ ଚଢ଼ି ଆଜବେଷ୍ଟ ଗୁଡ଼ିକ ସଜାଡ଼ିବା ସମୟରେ ଗୋଡ଼ ଖସିଯିବାରୁ ତଳେ ପଡ଼ି ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ପ୍ରଥମେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏ ସମ୍ପର୍କରେ ବୁଝିବା ପାଇଁ କମ୍ପାନୀ କର୍ତୁପକ୍ଷକୁ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ୍ ଉଠାଇ ନଥିଲେ।

‘କିଛି ଲୋକ ଭାବୁଛନ୍ତି ମୋଦୀ ପ୍ରଥମ’…ଶଶିଥରୁରଙ୍କ ପ୍ର...