ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ତତ୍କାଳ ରେଳ ଟିକଟ ହେରଫେର ଅଭିଯୋଗ , ଯୁବକ ଅଟକ

Published By : Suraj Kumar | June 14, 2025 10:57 PM

ଶଗଡ଼ଘାଟ, ୧୪।୬ : ଟିଟିଲାଗଡ଼ ରେଳ ଜଙ୍କସନ ଏକ୍ସପ୍ରେସ ଟ୍ରେନ ଟିକଟ ପାଇଁ  ତତ୍କାଳ ଟିକଟରେ ହେରାଫେରି ଅଭିଯୋଗରେ ଜଣେ ଯୁବକଙ୍କୁ  ଆରପିଏଫ ଅଟକ ରଖିଛି ।  ଅଟକ ଯୁବକ ଜଣକ ହେଲେ ଇମ୍ରାନ ଖାନ।

ଏସି କୋଚ ପାଇ ସକାଳ ୧ଠ ଟା ସମୟରେ ଟିକଟ କାଉଣ୍ଟର ଖୋଲିଥାଏ । ଯାତ୍ରୀ ମାନଙ୍କୁ ରାଜ୍ୟ ବାହାରକୁ ଯିବା ହେଲେ ୫ ମାସ ପୂର୍ବରୁ ଟିକଟ କରିଥିଲେ ମଧ୍ୟ ୱେଟିଂ ରହିଥାଏ l ଜରୁରୀକାଳୀନ ହେଲେ ସେଥିପାଇଁ ଯାତ୍ରୀମାନେ ଟ୍ରେନ ଛାଡିବା ୨୪ ଘଣ୍ଟା ପୂର୍ବ ରାତ୍ରିରେ ୩ ଘଣ୍ଟା ସମୟରେ ଧାଡିରେ ଛିଡାହୋଇ ଥାନ୍ତି । ଏହାପରେ ୯ ଟା ୨ଠ ମିନିଟ ରେ ରେଳ କର୍ତ୍ତୃପକ୍ଷରୁ ଟିକଟ ଉପରେ ସିଲ ମୋହର ପଡ଼ିଥାଏ । ସେହି ସମୟରେ ଦଲାଲ ମାନେ ରେଳ କର୍ମଚାରୀମାନଙ୍କ ସହିତ ମସୁଧା କରି ଟିକଟ ହେରଫର   କରିଥାନ୍ତି l ତତ୍କାଳ ଟିକଟ ଗୋଟିଏ ସ୍ଲିପରେ ୪ ଜଣକ ନାମ ଧ୍ୟାର୍ଯ୍ୟ ରହିଛି । ଦଲାଲ ମାନେ ଜଣକ ପ୍ରତି ୫ ଶହ ଟଙ୍କା ନେଉଥିବା ଅଭିଯୋଗ ହେଉଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.