ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଆନନ୍ଦପୁର ଉପଖଣ୍ଡରେ ବ୍ୟାପୁଛି ଝାଡାବାନ୍ତି : ହୋଟେଲରେ ଚଢାଉ, ଖାଦ୍ୟର ମାନ ଯାଞ୍ଚ

Published By : Suraj Kumar | June 17, 2025 5:40 PM

ଘସିପୁରା , ୧୭।୬ :  ଆନନ୍ଦପୁର ଉପଖଣ୍ଡରେ ଦିନକୁ ଦିନ ଝାଡାବାନ୍ତି ବ୍ୟାପିବାରେ ଲାଗିଛି।  ଝାଡାବାନ୍ତିରେ ଆକ୍ରାନ୍ତ ହୋଇ  ଆନନ୍ଦପୁର ଡାକ୍ତରଖାନାରେ ୨୭ଜଣ ଚିକିତ୍ସିତ ହେଉଛନ୍ତି। ସେହିପରି ସାଇଙ୍କୁଳ ଡାକ୍ତରଖାନାରେ ୧୦ଜଣ ଚିକିତ୍ସିତ ହେଉଛନ୍ତି। 

ଘଟଣା ଦୃଷ୍ଟିରେ ରଖି ୭ ଦିନ ପାଇଁ ଷ୍ଟ୍ରିଟ ଫୁଡ ଷ୍ଟଲ ଗୁଡିକୁ  ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି। ଘସିପୁରା ଅଂଚଳ ରେ ବିଭିନ୍ନ ହୋଟେଲ ରେ ଚଢ଼ାଉ କରାଯାଇ ଖାଦ୍ୟର ମାନ ଯାଞ୍ଚ କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.