ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଆସୁଛନ୍ତି ପ୍ରଧାନମନ୍ତ୍ରୀ, ସ୍ବାଗତ ପାଇଁ ସଜବାଜ ହେଉଛନ୍ତି କଳାକାର

Published By : Harapriya Sethi | June 20, 2025 11:51 AM

ଭୁବନେଶ୍ୱର,୨୦/୦୬: ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ଆସି ପହଞ୍ଚିବେ । ଏହା ପରେ ବିମାନବନ୍ଦର ନିକଟରୁ ତାଙ୍କର ମେଗା ରୋଡ୍ ସୋ' ଆରମ୍ଭ ହେବ । ତେବେ ମୋଦିଙ୍କ ରୋଡ୍ ସୋ' ପାଇଁ ଆଜି ରାଜଧାନୀ ଏକ ପ୍ରକାର ଉତ୍ସବମୁଖର ହୋଇପଡ଼ିଛି । 

ଭୁବନେଶ୍ୱର ଉପକଣ୍ଠ ସମେତ ପଡ଼ୋଶୀ ଜିଲ୍ଲାରୁ ଶହ ଶହ କଳାକାରମାନେ ସକାଳୁ ଆସି ରାଜଧାନୀରେ ପହଞ୍ଚି ସଜବାଜ ହେଉଛନ୍ତି । କଣ୍ଢେଇ ନାଚ, ଘୋଡ଼ା ନାଚ ସହ ଘଣ୍ଟ, ତୁରୀ, ମହୁରୀ ଆଦି ବାଦ୍ୟଯନ୍ତ୍ରକୁ ରଖାଯାଉଛି । ଏଥିସହ ଲୋକକଳା ମଧ୍ୟ ପ୍ରଦର୍ଶନ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.