ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଅଟୋକୁ ଧକ୍କା ଦେଲେ ବାରାହା ପଲ, ଅଟୋ ଓଲଟି ୪ଆହତ

Published By : Suraj Kumar | June 10, 2025 11:04 PM

ନରସିଂହପୁର,୧୦।୬ ନରସିଂହପୁର ବ୍ଲକ ଅନ୍ତର୍ଗତ ରଣସିଂହପୁର ନିକଟରେ ଅଟୋକୁ ଧକ୍କା ଦେଲା ବାରାହା ପଲ।  ଫଳରେ ଅଟୋଟି ଓଲଟି ରାସ୍ତା ତଳକୁ ଖଡ଼ି ପଡ଼ିବାରୁ  ଡ୍ରାଇଭର ସହିତ ୪ ଜଣ ଆହତ ହୋଇଥିଲେ। ବେଳେ ସେଥି ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଛନ୍ତି।ଆହତ ମାନେ ହେଲେ ରଣସିଂହପୁର ଗ୍ରାମର ମାମିନା ପଳେଇ (୩୫), ପୁଅ ବିଶ୍ୱଜିତ ପଳେଇ (୧୫), ମାମିନାଙ୍କ ଯା ବିମଳା ପଳେଇ (୪୫) ଓ  ଜନ୍ତାରିଆ ଗ୍ରାମର ଅଟୋ ଡ୍ରାଇଭର ସଂଗ୍ରାମ ସାହୁ ।

ମଙ୍ଗଳବାର ସଂନ୍ଧ୍ୟାରେ ସମସ୍ତେ ଏକ ଅଟୋରେ ରଣସିଂହପୁର ରୁ ଅରଖବାଡ଼ି ଯାଉଥିବା ସମୟରେ ହଠାତ ୭ ରୁ ଅଧିକ ବାରାହା ଆସି ଅଟୋ ସହିତ ଧକ୍କା ହୋଇଥିଲେ। ଫଳରେ ଅଟୋ ଟି ରାସ୍ତା ତଳକୁ ଖସି ପଡିଥିଲା। ଏଥିରେ ଅଟୋରେ ବସିଥିବା ସମସ୍ତେ ଆହତ ହୋଇଥିଲେ। । ଗୁରୁତର  ଅବସ୍ଥା ରେ ସମସ୍ତଙ୍କୁ ଉଦ୍ଧାର କରି ନରସିଂହପୁର ମେଡିକାଲ କୁ ଚିକିତ୍ସା ପାଇଁ ଆଣିଥିବା ସମୟରେ ମାମିନା ଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.