ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

କେସିଙ୍ଗାରେ ଶ୍ରୀ ବିଗ୍ରହଙ୍କ ଦେବସ୍ନାନ ପୂର୍ଣ୍ଣିମା ସମ୍ପନ୍ନ

Published By : Ladu Kishor | June 11, 2025 6:54 PM

କେସିଙ୍ଗା ୧୧/୦୬ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ଜଗନ୍ନାଥପଡାର ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବୁଧବାର ଦିନ ୧୦ଟା ସମୟରେ ଶ୍ରୀ ବିଗ୍ରହଙ୍କ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସ୍ନାନ ମଣ୍ଡପରେ ବିରାଜମାନ କରାଇ ସ୍ନାନ କରାଯାଇଛି। ସ୍ନାନ ପୂର୍ଣ୍ଣିମା ଅବସରରେ ଭଗବାନଙ୍କ ଦର୍ଶନ ପାଇଁ କେସିଙ୍ଗା ସହରର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ଉକ୍ତ ସ୍ନାନ ପୂର୍ଣ୍ଣିମାରେ ଭଗବାନଙ୍କ ସେବାରେ ମନ୍ଦିର କମିଟି ପକ୍ଷରୁ ମନ୍ଦିର ସଭାପତି ଡ ହେମ ସାଗର ଶାହା, ଉପ ସଭାପତି ରାଧାକାନ୍ତ ଶାହା, ସମ୍ପାଦକ ହରିଶଙ୍କର ଭୋଇ, ସହ ସମ୍ପାଦକ ପୁରନ୍ଦର ଭୋଇ, ଟ୍ରଷ୍ଟ ବୋର୍ଡ ସଭ୍ୟ ରାମଚନ୍ଦ୍ର ଶାହା, ସଭ୍ୟ ଜଗଦିଶ ଅଗ୍ରୱାଲ, ପୂଜକ ଜନାର୍ଦନ ଦାଶ, କୁବେର ପଣ୍ଡା, ମିତ୍ରଭାନୁ ତ୍ରିପାଠୀ, କିଶୋର ଚନ୍ଦ୍ର ପାଠୀ, ନିତ୍ୟାନନ୍ଦ ପଣ୍ଡା, ଜଗଦୀଶ ଷଡ଼ଙ୍ଗୀ, ପ୍ରଫୁଲ୍ଲ ପାଠୀ, କାଳିପ୍ରସାଦ୍ ପାଢ଼ୀ, ଭବାନୀ ମିଶ୍ର, ବିଜୟ ପାଢ଼ୀ, ପ୍ରମୋଦ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.