ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଚାଷୀଙ୍କ ଟୋକନ ନାକଚ କଲେ ଯୋଗାଣ ଅଧିକାରୀ

Published By : Gurupada Nath | June 10, 2025 8:22 PM

ଚନ୍ଦନେଶ୍ଵର,୧୦/୬ : ବେଆଇନ ଭାବେ ଧାନ ବିକ୍ରିବେଳେ ଧରିଲା ଏନଫୋର୍ସମେଣ୍ଟ ଟିମ୍ । ଚାଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ଯୋଗାଣ ବିଭାଗ । ୭୨କୁଇଣ୍ଟାଲ ଟୋକନ ରିଜେକ୍ଟ କଲେ ଭୋଗରାଇ ଯୋଗାଣ ଅଧିକାରୀ ସମେଶ୍ୱର ବେହେରା । ଭୋଗରାଇ ବାଡ଼ସରିସାରେ ନିଜ ପ୍ରାଇଭେଟ ମଣ୍ଡି କରି ଧାନ କିଣି ପୁରୁଷୋତ୍ତମପୁର ସେବା ସମବାୟ ସମିତି ସରକାରୀ ମଣ୍ଡିରେ ଛଦ୍ମ ଭେସରେ ୫୦କୁଇଣ୍ଟାଲ ଧାନ ବିକ୍ରି କରିବାକୁ ଆଣିଥିଲେ ଗୌରହରି ଧଡ଼ା । 

ଇଂଜିନ ଚାଳିତ ରିକ୍ସାରେ ଧାନ ବିକ୍ରି ପାଇଁ ଯାଉଥିବାବେଳେ ଏନଫୋର୍ସମେଣ୍ଟ ଟିମ୍ ପିଛା କରି ଗାଡ଼ି ଗୁଡିକୁ ଧରି ପୁରୁଷୋତ୍ତମପୁର ମଣ୍ଡି ଆଗରେ ଧରି ଭୋଗରାଇ ଯୋଗାଣ ଅଧିକାରୀଙ୍କୁ ଖବର ଦେଇଥିଲେ । ଯୋଗାଣ ଅଧିକାରୀ ଆସି   ପୁରୁଷୋତ୍ତମପୁର ସେବା ସମବାୟ ରେ ତାଙ୍କର ୭୨ କୁଇଣ୍ଟାଲର ଟୋକାନକଜ ରିଜେକ୍ଟ କରିବା ସହିତ ଧାନ ଗାଡ଼ି ଗୁଡିକୁ ଫେରାଇ ଦେଇଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯୋଗାଣ ଅଧିକାରୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.