ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ରଥ ଖଳା ହାଲ୍‌ଚାଲ୍‌...ଗରଗରା ପଡ଼ି ଉଠିଲା ପୋଲ ଗୟଳ, ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଉଠିବ ଚାରିନାହାକା

Published By : Prameya | June 7, 2025 8:22 AM

ପୁରୀ୦୭/୦୬: ସ୍ନାନ ପୂର୍ଣ୍ଣମୀ ପୂର୍ବରୁ ରଥରେ ଉଠିବ  ଚାରିନାହାକା । ଏଣୁ ବେଶ୍‌ ତତ୍ପର ଅଛନ୍ତି ନିର୍ମାଣକାରୀ ।  ଶୁକ୍ରବାର ରଥ ୫ ଦଣ୍ଡାରେ ଦୁଇଟି ଗରାଗରା  ରଖି କଣ୍ଟା ପିଟାଗଲା । ଆଗ ଓ ପଛ ନିରାଡ଼ି  ଉପରେ ୨ଟି ଲେଖାଏଁ ପୋଲ (ବଡ଼) ଗୟଳ  ଲାଗିଛି । ଦଣ୍ଡା ଓ ପୋଲ ଗୟଳ ମଝିରେ ଅଂଶୁଆରୀ ଓ  ଟାଣ ଦିଆଯାଇଛି । ଗରଗରା କାଠରେ ଉଠିବ ଚାରିନାହାକା ।  ପରେ ରଥର ଉପରି ଅଂଶ କାମ ଆରମ୍ଭ ହୋଇଯିବ ।  

ଶନିବାର ରଥରେ ଚାରି ନାହାକା ଉଠିବାକୁ ପ୍ରସ୍ତୁତି ଚାଲିଛି ।  ଶୁକ୍ରବାର ଖଳାରେ ଅଂଳା କାମ ଆରମ୍ଭ ହୋଇଛି ।  ଦୁଆରଘଡ଼ାର ଉପରିଭାଗ ହେଉଛି ଅଂଳା ।  ସେପଟେ ରୂପକାର ସେବକମାନେ ବେଦି ସିଂହାସନ ମୁହାଁଟି ଓ ନାଟଗୋଡ଼ରେ  ରାହୁରୂପ ତଥା ଗନ୍ଧର୍ବ ରୂପ ଖୋଦେଇରେ ଲାଗିଛନ୍ତି । ଦୋଳବେଦି ପରିସରରେ କମାର ସେବକ ଗୋଡ଼ିଛାଲ କଣ୍ଟା ଓ ଗୟଳ ପାଇଁ ତାଗ କଣ୍ଟା ତିଆରି କରୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.