ରାଉରକେଲା, ୧୭।୬ : ଏକ ଢମଣା ସାପ ପାଇଁ ମଙ୍ଗଳବାର ଅଧା ରାଉରକେଲା ସହର ଅନ୍ଧାରରେ ରହିଛି। ମଧ୍ୟାହ୍ନରେ ଏକ ଢମଣା ସାପ ଓପିଟିସିଏଲ ଗ୍ରୀଡ୍ ଉପରକୁ ଚଢ଼ି ଯାଇଥିଲା। ସର୍ଟ ସର୍କିଟ ଯୋଗୁଁ ଗ୍ରୀଡର ବ୍ଳକର ବ୍ଲାଷ୍ଟ ହୋଇ ଯାଇଥିଲା। ଓପିଟିସିଏଲ କର୍ମଚାରୀ ମରାମତି କାର୍ଯ୍ୟ ଜାରି ରଖିଥିବାବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଧା ରାଉରକେଲା ସହର ଅନ୍ଧାରରେ ରହିଛି।

‘କିଛି ଲୋକ ଭାବୁଛନ୍ତି ମୋଦୀ ପ୍ରଥମ’…ଶଶିଥରୁରଙ୍କ ପ୍ର...