ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଅଭିନେତା ସାତ୍ୟକିଙ୍କ ଦ୍ୱିତୀୟ ଅସ୍ତ୍ରୋପଚାର ସଫଳ, ହସ୍ପିଟାଲରୁ ଡିସଚାର୍ଜ ପରେ ​‌ସେୟାର କଲେ ଫଟୋ

Published By : Prameya | June 8, 2025 1:05 PM

କଟକ,୦୮/୦୬: ମୁଖ ଗହ୍ୱର କର୍କଟରେ ପୀଡ଼ିତ ଥିବା ଓଲିଭଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କ ଦ୍ୱିତୀୟ ଥର ପାଇଁ ଅସ୍ତ୍ରୋପଚାର ହୋଇଛି । ଦିଲ୍ଲୀସ୍ଥିତ ଆପୋଲୋ  ହସ୍‌ପିଟାଲ୍‌ରେ ଗତ ମେ ୨୯ ତାରିଖରେ ତାଙ୍କର ଏହି ଅପରେସନ ହୋଇଛି ।  




ଅପରେସନ ପରେ ସେ ସମୂର୍ଣ୍ଣ ସୁସ୍ଥ ଥିବାବେଳେ ହସ୍‌ପିଟାଲ୍‌ରୁ ଡିସଚାର୍ଜ ହୋଇଥିବା ତାଙ୍କ ଇନଷ୍ଟାଗ୍ରାମ୍‌ ଆଇଡିରେ ପୋଷ୍ଟ କରିଛନ୍ତି । ସମସ୍ତଙ୍କ ଆଶୀର୍ବାଦ ଏବଂ ଶୁଭକାମନା  ପାଇଁ ଅପରେସନ ସଫଳ ହୋଇଥିବାରୁ ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ  ଜଣାଇଛନ୍ତି । କିଛି ବର୍ଷ ତଳେ ସାତ୍ୟକିଙ୍କ ପାଟିରେ ପ୍ରଥମ ଅପରେସନ ହୋଇଥିଲା ।  ଅପରେସନ ବେଳେ ହସପିଟାଲ୍‌ରେ ତାଙ୍କ ପତ୍ନୀଙ୍କ ସହ ସମ୍ପର୍କୀୟ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.